Naba ECG Report Goes Missing: କୁଆଡ଼େ ଗଲା ନବଙ୍କ ECG ରିପୋର୍ଟ, କାହିଁକି ନବଙ୍କୁ ଘରୋଇ ହସପିଟାଲ ନିଆଯାଇଥିଲା ?

ନବ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ତଥ୍ୟ । ଗୁଳିକାଣ୍ଡ ପରେ ନବ ଦାସଙ୍କୁ ଆମ୍ବୁଲାନସରେ ଏୟରପୋର୍ଟକୁ ନେବା ଆଉ ଏୟାରପୋର୍ଟରୁ ଭୁବନେଶ୍ବର ହସପିଟାଲକୁ ଏୟାରଲିଫ୍ଟ କରିବା ସମୟରେ ଷ୍ଟ୍ରେଚରରେ ନେବା ସନ୍ଦେହ ସୃଷ୍ଟି କରିଛି। 

Naba ECG Report Goes Missing: କୁଆଡ଼େ ଗଲା ନବଙ୍କ ECG ରିପୋର୍ଟ, କାହିଁକି ନବଙ୍କୁ ଘରୋଇ ହସପିଟାଲ ନିଆଯାଇଥିଲା ?
Array