National Herald Money Laundering Case: ଅଡୁଆରେ ସୋନିଆ-ରାହୁଲ; ଦାଖଲ ହେଲା ଚାର୍ଜସିଟ୍

ଇଡିର ଚାର୍ଜସିଟରେ ସୁମନ ଦୁବେ ଏବଂ ଅନ୍ୟ କେତେଜଣଙ୍କ ନାଁ ମଧ୍ୟ ସାମିଲ ରହିଛି, ଯାହା ଉପରେ ଶୁଣାଣି ଆସନ୍ତା ୨୫ ତାରିଖରେ ହେବ। ମାମଲାରେ ପୂର୍ବରୁ ମଧ୍ୟ ଉଭୟ ସୋନିଆ ଏବଂ ରାହୁଲଙ୍କୁ ଜେରା ହୋଇଛି।

National Herald Money Laundering Case: ଅଡୁଆରେ ସୋନିଆ-ରାହୁଲ; ଦାଖଲ ହେଲା  ଚାର୍ଜସିଟ୍
Array