Murder Mystery: ହନିମୁନ୍ କରିବାକୁ ଯାଇଥିଲେ, ଧାରୁଆ ଅସ୍ତ୍ରରେ ସ୍ୱାମୀଙ୍କୁ ହତ୍ୟା, ସ୍ତ୍ରୀର ମିଳୁନି ପତ୍ତା
ଏହା ଏକ କ୍ଲିୟର୍ କଟ୍ ମର୍ଡର । ଏଥିରେ ଆଦୌ ସନ୍ଦେହ ନାହିଁ । ଏହି ଘଟଣାରେ ଗୋଟିଏ ନୂଆ ଧାରୁଆ ଅସ୍ତ୍ର ବ୍ୟବହାର କରାଯାଇଛି । ମୃତକଙ୍କ ମୋବାଇଲ୍ ମଧ୍ୟ ମିଳିଛି । ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି । ଖାଲରେ ପଡିବା ପୂର୍ବରୁ ରାଜାଙ୍କ ମୃତ୍ୟୁ ହୋଇଛି ନା ପରେ ମୃତ୍ୟୁ ହୋଇଛି, ତାହା ଜଣାପଡିନି । କୌଣସି ବି ସମ୍ଭାବନାକୁ ଏଡାଯାଇପାରିବନି ।