ସମାଜ ଡିଜିଟାଲ ବିଭାଗରେ ନିଯୁକ୍ତି ପାଇଁ ଡିସେମ୍ବର ୧୨ରେ ହେବ ସାକ୍ଷାତକାର

ସମାଜ ଡିଜିଟାଲ ଡେସ୍କ: ଦୈନିକ ସମାଜ’ର ଡିଜିଟାଲ ବିଭାଗରେ ଭିଡିଓ ଏଡିଟର, ମୋଜୋ(ମୋବାଇଲ ଜର୍ଣ୍ଣାଲିଷ୍ଟ) ରିପୋର୍ଟର, ଏସଇଓ/ଏସଇଏମ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ଆସନ୍ତା ୧୨ ତାରିଖ ଦିନ ଅନୁଷ୍ଠିତ ହେବ। ଭୁବନେଶ୍ଵରସ୍ଥିତ ସମାଜ ଶାଖା କାର୍ଯ୍ୟାଳୟ(କଳ୍ପନା ଛକ ନିକଟ)ରେ ଏହି ସାକ୍ଷାତକାର ଆୟୋଜନ କରାଯାଉଛି। ସାକ୍ଷାତକାର ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ଶେଷ ପ୍ରାର୍ଥୀ ଥିବା ପର୍ଯ୍ୟନ୍ତ ଜାରି ରହିବ। ଯୋଗାଯୋଗ ନମ୍ବର: ୦୬୭୪-୨୩୧୩୩୦୧।