Naveen Patnaik: କାହିଁକି ଗ୍ରାଉଣ୍ଡ ଜିରୋକୁ ଗଲେ ନବୀନ; ବାଧ୍ୟବାଧକତା ନା କର୍ମୀଙ୍କ ଚାପ ?

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚାଷ କ୍ଷୟକ୍ଷତି ଜିଲ୍ଲା ବୁଲାକୁ ସମାଲୋଚନା କରିଛି ବିଜେପି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତିଁ, ଯଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଚାଷୀଙ୍କ ପାଖକୁ ନବୀନ ଯାଇଥାନ୍ତେ, ତେବେ ବିରୋଧୀ ଦଳକୁ ଆସିଲା ପରେ ଯିବାକୁ ପଡ଼ି ନଥାନ୍ତା ।

Naveen Patnaik: କାହିଁକି ଗ୍ରାଉଣ୍ଡ ଜିରୋକୁ ଗଲେ ନବୀନ; ବାଧ୍ୟବାଧକତା ନା କର୍ମୀଙ୍କ ଚାପ ?
Array