New Battalion: ରାଜ୍ୟରେ OISFର ହେବ ଆଉ ଏକ ବାଟାଲିଅନ

ରାଜ୍ୟରେ ଗଠନ ହେବ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଏକ ବାଟାଲିଅନ୍ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଞ୍ଜୁର କରିଛନ୍ତି ।

New Battalion: ରାଜ୍ୟରେ OISFର ହେବ ଆଉ ଏକ ବାଟାଲିଅନ
Array