New Financial Year From Tomorrow: ନୂଆ ଆର୍ଥିକ ବର୍ଷରେ ଲାଗୁହେବ ଏହିସବୁ ନୂଆ ନିୟମ

ଆସନ୍ତାକାଲିଠାରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ ୨୦୨୫-୨୬ । ଏଥିସହ ବଦଳିଯିବ ଅନେକ ଆର୍ଥିକ ନିୟମ । ଲାଗୁହେବ ବଜେଟରେ ଘୋଷଣା ହୋଇଥିବା ନୂଆ ଆୟକର ସ୍ଲାବ । ପୁରୁଣା ପେନସନ ସ୍କିମ୍ ବଦଳରେ କାର୍ଯ୍ୟକାରୀ ହେବ ୟୁନିଫାଏଡ୍ ପେନସନ୍ ସ୍କିମ୍ । GST ନିୟମ ସହ ବହୁ ବ୍ୟାଙ୍କିଙ୍ଗ୍ ନିୟମରେ ବି ଆସିବ ପରିବର୍ତ୍ତନ ।

New Financial Year From Tomorrow: ନୂଆ ଆର୍ଥିକ ବର୍ଷରେ ଲାଗୁହେବ ଏହିସବୁ ନୂଆ ନିୟମ
Array