NGT Verdict: ଜଙ୍ଗଲଜମିରୁ ତିନିମହଲା ଅଟ୍ଟାଳିକା ଉଚ୍ଛେଦ ପାଇଁ NGT ରାୟ

ଜଙ୍ଗଲଜମି ଜବରଦଖଲ ଓ ଗୋଚର ଜମିରେ ରାସ୍ତା ନିର୍ମାଣ ବେଳେ ଯେଉଁ ସରକାରୀ ଅଧିକାରୀମାନେ କାର୍ଯ୍ୟରେ ଅବହେଳା କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏନଜିଟିଙ୍କ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ ବି ଅମିତ ସ୍ଥାଲେକର ଓ ଡ଼ ଅରୁଣ ବର୍ମା l

NGT Verdict: ଜଙ୍ଗଲଜମିରୁ ତିନିମହଲା ଅଟ୍ଟାଳିକା ଉଚ୍ଛେଦ ପାଇଁ NGT ରାୟ
Array