NH ଉପରେ ସହକାରୀ ଜିଲ୍ଲାପାଳଙ୍କ ଗାଡିକୁ ପିଟିଲା ଟ୍ରକ...ବଞ୍ଚାଅ ବଞ୍ଚାଅ ବୋଲି ଡାକ ଛାଡିଲେ...
ରାଜପଥ ମୂଳାପାଳ ଛକ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ଖୋର୍ଦ୍ଧା ଜିଲ୍ଲାର ସହକାରୀ ଜିଲ୍ଲାପାଳ ଅଶ୍ୱିନୀ କୁମାର ନାୟକ ଗୁରୁତର ଆହତ। ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ତାଙ୍କ ଇନୋଭା କାରକୁ ଧକ୍କା ଦେଇଥିଲା ଏକ ଟ୍ରକ