NHAIରେ ବାହାରିଛି ଡେପୁଟି ମ୍ୟାନେଜର ପଦ, ଆଜି ହିଁ କରନ୍ତୁ ଆବେଦନ

ଡେପୁଟି ମ୍ୟାନେଜର ପଦ ପାଇଁ ବାହାରିଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ NHAIର ଅଫିସିଆଲ ୱେବସାଇଟ୍‌ nhai.gov.in.ରେ ଆବେଦନ କରି ପାରିବେ।

NHAIରେ ବାହାରିଛି ଡେପୁଟି ମ୍ୟାନେଜର ପଦ, ଆଜି ହିଁ କରନ୍ତୁ ଆବେଦନ

NHAI(National Highways Authority of India) ରେ ବାହାରିଛି ନିଯୁକ୍ତି ସୁଯୋଗ । ଡେପୁଟି ମ୍ୟାନେଜର ପଦ ପାଇଁ ବାହାରିଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ NHAIର ଅଫିସିଆଲ ୱେବସାଇଟ୍‌ nhai.gov.in.ରେ ଆବେଦନ କରି ପାରିବେ।

ସମୁଦାୟ ପଦବୀ ସଂଖ୍ୟା- ୬୦

ସାଧାରଣ ବର୍ଗ - ୩୧ପଦବୀ

ଅନୁସୁଚିତ ଜାତି- ୯ପଦବୀ

ଅନୁସୂଚିତ ଜନଜାତି - ୫ ପଦବୀ

OBC-NCL -୧୧ ପଦବୀ

EWS -୪ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା

ଇଚ୍ଛୁକ ପ୍ରାର୍ଥୀ ଏକ ସ୍ୱିକୃତୀପ୍ରାପ୍ତ ଅନୁଷ୍ଠାନରୁ ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ବୟସ ସୀମା

ଆଶାୟୀ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଉର୍ଦ୍ଧ୍ୱ ହୋଇ ନ ଥିବା ଆବଶ୍ୟକ ।

ଆବେଦନ ତାରିଖ

ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଆଶାୟୀ ପ୍ରାର୍ଥୀ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରି ପାରିବେ।

ନିଯୁକ୍ତି ପ୍ରକ୍ରିୟା

ଲିଖିତ ପରୀକ୍ଷା ଓ ମେରିଟ୍‌ ଆଧାରରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ ।