Nitish Reddy: ଇଂଲଣ୍ଡ ସିରିଜରୁ ବାଦ ପଡ଼ିଲେ, ଇଣ୍ଡିଆ ଟିମ୍ କୁ ଝଟକା

ଗତବର୍ଷ ଅଷ୍ଟ୍ରେଲିଆରେ ଭାରତର ପାଇଁ ଟେଷ୍ଟରେ ଡେବ୍ୟୁ କରିଥିଲେ ରେଡ୍ଡୀ। ଚଳିତ ଇଂଲଣ୍ଡ ବିପକ୍ଷ ସିରିଜରେ ସେ ୨ଟି ମ୍ୟାଚ୍‌ ଖେଳିଥିଲେ। ବର୍ମିଂହାମରେ ତାଙ୍କର ପ୍ରଭାବ ଆଦୌ ଦେଖିବାକୁ ମିଳି ନଥିଲା। କିନ୍ତୁ ଲର୍ଡସରେ ସେ ଇଂଲଣ୍ଡର ଦୁଇ ଓପନରଙ୍କ ୱିକେଟ ଗୋଟିଏ ଓଭରରେ ନେଇ କମାଲ କରିଥିଲେ।

Nitish Reddy: ଇଂଲଣ୍ଡ ସିରିଜରୁ ବାଦ ପଡ଼ିଲେ, ଇଣ୍ଡିଆ ଟିମ୍ କୁ ଝଟକା
Array