Nuclear Radiation Concerns in Pakistan: ପାକିସ୍ତାନରେ ଆଣବିକ ବିକିରଣ ଆଶଙ୍କା, ଖଣ୍ଡନ କଲା ଭାରତୀୟ ବାୟୁସେନା
ପାକିସ୍ତାନର କିରାନା ହିଲ୍ସରେ ରହିଥିବା ଆଣବିକ କେନ୍ଦ୍ରରେ ବିକିରଣ ହୋଇଥିବା ଆଶଙ୍କା କରାଯାଉଛି। ଆମେରିକାର ଏକ ବାୟୁସେନା ହେଲିକପ୍ଟର କିରାନା ହିଲ୍ସ ଉପରେ ଉଡୁଥିବାର ଖବର ଆସିଥିଲା। ଅପରେସନ ସିନ୍ଦୂରରେ ଭାରତର ଆକ୍ରମଣରେ କିରାନା ହିଲ୍ସରେ ଥିବା ଆଣବିକ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ନେଇ ରିପୋର୍ଟ ଆସିଥିଲା।