Nuclear Warfare and Its Legacy: ମୃତ୍ୟୁକୁ ଜନ୍ମ ଦେଲେ, ହେଲେ ଅନୁତାପର ଅନଳରେ ଜଳିଗଲା ଶେଷ ଜୀବନ
ହିରୋସିମା ଏବଂ ନାଗାସାକିର ଧ୍ୱଂସ ପରେ ଏକ ମୁହୂର୍ତ୍ତ ଆସିଲା ଯେତେବେଳେ ଓପେନହାଇମର କହିଥିଲେ, ମୋ ହାତ ରକ୍ତରେ ରଞ୍ଜିତ। ତାଙ୍କର ସେହି କଥା ଏବେ ବି ବିଶ୍ୱକୁ ଚକିତ କରେ । କାରଣ ପରମାଣୁ ଆକ୍ରମଣ ପରେ ଓପେନହାଇମରଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳିଯାଇଥିଲା ।