Nushrat Bharucha: ପିଙ୍କ୍ ଲେହେଙ୍ଗାରେ ପ୍ରଶଂସକଙ୍କ ମନ କିଣିଲେ ବଡିଉଡ୍ ସୁନ୍ଦରୀ ନୁସରତ
ବଲିଉଡ୍ ଇଣ୍ଡଷ୍ଟୀର ସୁନ୍ଦରୀ ଅଭିନେତ୍ରୀ ନୁସରତ ଭରୁଚା ସୋସିଆଲ ମିଡିଆରେ ନିଜ ଲୁକ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ ତାଙ୍କ ଫଟୋ ଆସିବା ମାତ୍ରେ ତାଙ୍କର ପ୍ରତ୍ୟେକ ଲୁକ୍ ଟ୍ରେଣ୍ଡ୍ ହେବା ଆରମ୍ଭ କରେ। ଅଭିନେତ୍ରୀ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ସେ ନିଜ ଅଭିନୟ ସହିତ ପ୍ରାୟତଃ ପ୍ରଶଂସକଙ୍କ ହୃଦୟ ଜିତନ୍ତି।