Odia Jatra Controversy: ଆଜି କ୍ଷମା ନ ମାଗିଲେ ରଙ୍ଗ ପାଉଡର ମାରିବା ତାଙ୍କ ପାଇଁ ସ୍ୱପ୍ନ ହୋଇଯିବ; ଜଗତ ଜୀବନ ପଣ୍ଡା
ଯାତ୍ରା ପାଲା ଥମିବା ବଦଳରେ ଆହୁରି ତେଜୁଛି। କଳାକାର ଓ ଯାତ୍ରା ମାଲିକ ପୁଣି ମୁହାଁମୁହିଁ ହୋଇଛନ୍ତି। କଳାକାରଙ୍କୁ ଯାତ୍ରା ପାର୍ଟିର ଜଣେ ପରିଚାଳକ ଚେତାବନୀ ଦେଇ କହିଛନ୍ତି ଆଜି କ୍ଷମା ନ ମାଗିଲେ କାଲି ରଙ୍ଗ ପାଉଡର ମାରିବା ସ୍ୱପ୍ନ ହୋଇଯିବ।