Odia Jatra Industry Disputes: ଯାତ୍ରା କଳିରେ ‘ତୁଣ୍ଡ ଖୋଲିଲେ-ମୁଣ୍ଡ ଗଡ଼ିବା’ ଚର୍ଚ୍ଚା; କଳି ବଢ଼ିଲେ ଜଲିଉଡ୍ ବୁଡ଼ିବ...
ମଞ୍ଚ ବାହାରେ ଯାତ୍ରା କଳିରେ ଏବେ ମଞ୍ଚସ୍ଥ ହେଉଛି କି ‘ତୁଣ୍ଡ ଖୋଲିଲେ ମୁଣ୍ଡ ଗଡ଼ିବ’ ନାଟକ ? ଜାରି ରହିଥିବା ବିବାଦ ଭିତରେ ଅଭିନେତା ବାପି ପଣ୍ଡାଙ୍କୁ ସଜାଯାଇଛି କି ଖଳନାୟକ ?