Odia Panjika 2025: ନୂଆ ପଞ୍ଜିକାରେ ବଡ଼ ଭବିଷ୍ୟବାଣୀ, ଯୁଦ୍ଧ-ଭୂକମ୍ପରେ ଥରହର ହେବ...

ଚାଷକୁ ଏ ବର୍ଷ ବଢ଼ିଆ ପାଗ । ଭଲ ଫସଲ ହେବ, ଅମଳ ବଢ଼ିବ । ହେଲେ ତା' ସାଙ୍ଗକୁ ମହାବନ୍ୟା ବିପତ୍ତି ବି ଅଛି । ପବିତ୍ର ପଣାସଂକ୍ରାନ୍ତିରେ ଆଜିଠୁ ପ୍ରଚଳିତ ନୂଆ ପଞ୍ଜିକା କିଛି ଏପରି କହୁଛି । ପାଞ୍ଜି ଗଣନାରୁ ଜ୍ୟୋତିର୍ବିଦଙ୍କ ମତରେ ରାଜ୍ୟ ରାଜନୈତିକ ସ୍ଥିତି ବି ବେଶ୍ ରୋଚକ ରହିବ । ଖାସ୍ କରି ବିରୋଧୀଦଳରୁ ବହୁ ନେତା ଦଳବଦଳ କରିବାର ସମ୍ଭାବନା ରହିଛି ।

Odia Panjika 2025: ନୂଆ ପଞ୍ଜିକାରେ ବଡ଼ ଭବିଷ୍ୟବାଣୀ, ଯୁଦ୍ଧ-ଭୂକମ୍ପରେ ଥରହର ହେବ...
Array