New Liquor Policy: ଷ୍ଟେଟ୍ ଏକ୍ସାଇଜ୍ ପଲିସିରେ ହେବ ବଡ଼ ପରିବର୍ତ୍ତନ, ଖୋଲିବନି ଆଉ ନୂଆ ମଦ ଦୋକାନ

ରାଜ୍ୟରେ ଆଉ ମୋଟେ ଖୋଲିବନି ନୂଆ ମଦ ଦୋକାନ । ଷ୍ଟେଟ୍ ଏକ୍ସାଇଜ୍ ପଲିସିରେ ହେବ ବଡ଼ ପରିବର୍ତ୍ତନ । ଆଉ ବର୍ଷେ ନୁହେଁ ଏଣିକି ୩ ବର୍ଷିଆ ହେବ ଅବକାରୀ ନୀତି ।

New Liquor Policy: ଷ୍ଟେଟ୍ ଏକ୍ସାଇଜ୍ ପଲିସିରେ ହେବ ବଡ଼ ପରିବର୍ତ୍ତନ, ଖୋଲିବନି ଆଉ ନୂଆ ମଦ ଦୋକାନ
Array