Odisha CM Meets Farmers: ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ; ବୁଲିଲେ ଉଜୁଡା କ୍ଷେତ, ବର୍ଷା ଜନିତ କ୍ଷୟକ୍ଷତିର କଲେ ସମୀକ୍ଷା...
ହେଲିକପଟର ଯୋଗେ ପାରଳାଖେମୁଣ୍ଡି ସେଞ୍ଚୁରିଅନ୍ ପଡିଆରେ ପହଞ୍ଚିବା ପରେ ଗୋଷାଣୀ ବ୍ଲକ ଗୁରାଣ୍ଡି ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ବିଲ ମୁଣ୍ଡରେ ଚାଷୀଙ୍କ ସହ ସିଧାସଳଖ ଆଲୋଚନା ଏବଂ ଉଜୁଡ଼ା ଫସଲ ଦେଖିଲେ ମୋହନ ।