Odisha State Cabinet Decisions: ସରକାରୀ ଚାକିରି ପାଇଁ ବଢ଼ିଲା ବୟସ ସୀମା, ଏଣିକି ୩୨ ନୁହେଁ ୪୨ ବର୍ଷ ପର୍ଯ୍ୟନ୍ତ କରିପାରିବେ ଆବେଦନ

ସେହିପରି AI ନୀତିକୁ ନେଇ ମଧ୍ୟ ରାଜ୍ୟ କ୍ୟାବିନେଟ୍‌ରେ ମୋହର ବାଜିଛି । ରାଜ୍ୟରେ AI ମିଶନ ଓ AI ସେଲ୍ ଗଠନ ହେବ । AIକୁ ପ୍ରୋତ୍ସାହନ ଦେବାକୁ ଭିତ୍ତିଭୂମି ସୁଦୃଢ଼ ହେବ ବୋଲି କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

Odisha State Cabinet Decisions: ସରକାରୀ ଚାକିରି ପାଇଁ ବଢ଼ିଲା ବୟସ ସୀମା, ଏଣିକି ୩୨ ନୁହେଁ ୪୨ ବର୍ଷ ପର୍ଯ୍ୟନ୍ତ କରିପାରିବେ ଆବେଦନ
Array