Operation Sindhu: ଅପରେସନ୍ ସିନ୍ଧୁ: ଯୁଦ୍ଧଗ୍ରସ୍ତ ଇରାନରୁ ସ୍ବଦେଶ ଫେରିଲେ ୧୧୦ ଭାରତୀୟ

‘ଅପରେସନ୍ ସିନ୍ଧୁ’ ଜରିଆରେ ଇରାନରୁ ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଭାରତ ଫେରିଲେ ୧୧୦ ଭାରତୀୟ ଛାତ୍ରଛାତ୍ରୀ । ସେମାନଙ୍କ ମଧ୍ୟରୁ ୯୦ ଜଣ କାଶ୍ମିରୀ ଛାତ୍ର ରହିଛନ୍ତି ।

Operation Sindhu: ଅପରେସନ୍ ସିନ୍ଧୁ: ଯୁଦ୍ଧଗ୍ରସ୍ତ ଇରାନରୁ ସ୍ବଦେଶ ଫେରିଲେ ୧୧୦ ଭାରତୀୟ
Array