Operation Sindoor: 'ଭାରତ ଇତିହାସର ସବୁଠୁ ବଡ଼ ଅପରେସନ 'ସିନ୍ଦୂର', ଏହା ନାରୀଶକ୍ତିର ପ୍ରତୀକ'

ଭୋପାଳରେ ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ । ନାରୀ ଶକ୍ତିର ପ୍ରତୀକ ‘ଅପରେସନ୍ ସିନ୍ଦୂର’ । ପହଲଗାମରେ ଆତଙ୍କୀମାନେ ଆମ ପରମ୍ପରା ଉପରେ ହମଲା କରିଥିଲେ । ଆମ ନାରୀ ଶକ୍ତିଙ୍କୁ ଚ୍ୟାଲେଞ୍ଜ କରିଥିଲେ ଆତଙ୍କୀ । ‘ଅପରେସନ୍ ସିନ୍ଦୂର’ରେ ମାଟିରେ ମିଶିଛନ୍ତି ଆତଙ୍କବାଦୀ ।

Operation Sindoor: 'ଭାରତ ଇତିହାସର ସବୁଠୁ ବଡ଼ ଅପରେସନ 'ସିନ୍ଦୂର', ଏହା ନାରୀଶକ୍ତିର ପ୍ରତୀକ'
Array