ଜରିପାଲ ଭିତରେ ବିତୁଛି ବୁଢ଼ୀମାଆଟିର ଜୀବନ, ଯୋଜନା କାହାପାଇଁ ?

ଜରିପାଲ ଭିତରେ ବିତୁଛି ଜୀବନ । ଚାଲିବାକୁ ପାଦରେ ବଳ ନାହିଁ... ‍ ଅଣ୍ଟା ଭାଙ୍ଗି ପଡ଼ିଲାଣି । ସରକାରଙ୍କ ମାଳମାଳ ଯୋଜନା ହେଲେ, ଯେମିତି ଏହି ବୁଢ଼ୀ ମା’ଟି ପାଇଁ କିଛି ନାହିଁ ।