Operation Sindoor: '୧୦୦ କିମି ସୀମା ଭିତରକୁ ଯାଇ ମାରିଲୁ, ଏବେ ପାକିସ୍ତାନ ଭୟଭୀତ'

ଗୁଜରାଟ ମାଟିରୁ ଅମିତ ଶାହଙ୍କ ଗର୍ଜନ । ପାକିସ୍ତାନର ସୀମା ୧୦୦ କି.ମି. ଭିତରକୁ ଯାଇ ୧୦୦ ଆତଙ୍କୀଙ୍କୁ ମାରିଲୁ । ଇଟାର ଜବାବ ପଥରରେ ଦେଲେ ଆମ ସେନା । ଏବେ ପାକିସ୍ତାନ ଭୟଭୀତ ଅଛି ବୋଲି କହିଲେ ଶାହା ।

Operation Sindoor: '୧୦୦ କିମି ସୀମା ଭିତରକୁ ଯାଇ ମାରିଲୁ, ଏବେ ପାକିସ୍ତାନ ଭୟଭୀତ'
Array