ORERA: ପୁରୁଣା ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ କେବେ ଖୋଲିବ ବାଟ?

ଅକ୍ୟୁପାନ୍ସି ସାର୍ଟିଫିକେଟ୍ ବା ଓସି ନ ଥିବା କାରଣରୁ ରାଜ୍ୟର ପ୍ରାୟ ୯୫ ଭାଗ ପୁରୁଣା କ୍ରେତା ସେମାନଙ୍କ ଆପାର୍ଟମେଣ୍ଟ କିଣାବିକା କରିପାରୁନାହାନ୍ତି। ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଲୋକେ କିଭଳି ସୁବିଧାରେ ଆପାର୍ଟମେଣ୍ଟ ପଞ୍ଜୀକରଣ କରିପାରିବେ ସେ ଦିଗରେ ସରକାର ବିଚାର କରୁଛନ୍ତି ।

ORERA: ପୁରୁଣା ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ କେବେ ଖୋଲିବ ବାଟ?
Array