Organic Honey Transformation: ସ୍ୱାବଲମ୍ବୀ କରିଛି ମହୁ ଚାଷ; ଉତ୍ପାଦନ ହେଉଛି ୩୦ରୁ ୫୦ କିଲୋ
ଏହି ରୂପାନ୍ତରକାରୀ ଯାତ୍ରା ଆରମ୍ଭ ହୋଇଥିଲା ୨୦୨୪ ଡିସେମ୍ବରରେ । କୋରିୟା ଜିଲ୍ଲାର ଜିଲ୍ଲାପାଳ ଚନ୍ଦନ ତ୍ରିପାଠୀଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ, କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ଓ ସ୍ଥାନୀୟ ଚାଷୀଙ୍କ ମିଳିତ ସହଯୋଗରେ ଏହି ମହୁ ଉତ୍ପାଦନ ପ୍ରକଳ୍ପ ଆରମ୍ଭ କରିଥିଲେ ।