Pahalgam Attack Investigation Footage: ପହଲଗାମ ଆଟାକ୍; ମିଳିଲା ବଡ଼ ସୂଚନା...
କେମିତି ଆସିଥିଲେ ଟେରରିଷ୍ଟ ? କେତେ ଜଣିଆ ଥିଲେ ଆତଙ୍କବାଦୀ ? କେଉଁ ଭଳି ନରସଂହାର ରଚିଥିଲେ ? ଘାଟିରେ କେମିତି ନୀରିହ ପର୍ଯ୍ୟଟକଙ୍କ ବୁହାଇଥିଲେ ରକ୍ତ ? କିଭଳି ଘଟିଥିଲା ଏହି ଆତଙ୍କୀକାଣ୍ଡ ? ଆଉ କେଉଁ ବାଟ ଦେଇ ଖସି ଯାଇଥିଲେ ଏହି ନର ପିଶାଚ ? ସବୁ କିଛି ଦେଖିଥିଲେ ଜଣେ ସ୍ଥାନୀୟ ଫଟୋଗ୍ରାଫର।