Pahalgam Attack: ପହଲଗାମ ଆକ୍ରମଣରେ ହୋଇଥିବା ହିଂସାକୁ ନେଇ ଏମିତି କହିଲେ ରାଶି ଖାନ୍ନା
ପହଲଗାମରେ ହୋଇଥିବା ହିନ୍ଦୁ ନରସଂହାର ପରେ ସାରା ଦେଶରେ ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି। ଅଭିନେତ୍ରୀ ରାଶି ଖାନ୍ନା ମଧ୍ୟ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସେ ଲୋକମାନଙ୍କୁ ଏକତ୍ରିତ ହୋଇ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ନିବେଦନ କରିଛନ୍ତି।