ଜଳିବ ସୁଭଦ୍ରା ଦୀପ, ଆସିବ ୧୦ହଜାର

ଆଜି ଘରେ ଘରେ ଜଳିବ ସୁଭଦ୍ରା ଦୀପ। କାଲି ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ ଟଙ୍କା। ସିଏ ପୁଣି ଏକାଥରେ ଦଶ ହଜାର ଟଙ୍କା ।

ଜଳିବ ସୁଭଦ୍ରା ଦୀପ, ଆସିବ ୧୦ହଜାର
Array