Pahalgam Attack: ପହଲ୍ଗାମ୍ରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ସୋଏବ ଇବ୍ରାହିମ କଲେ ଏମିତି ପୋଷ୍ଟ୍; ହେଲେ ଟ୍ରୋଲ୍
ପହଲ୍ଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଏହି ସମୟରେ, ଦୀପିକା କକ୍କଡ ଏବଂ ତାଙ୍କ ସ୍ୱାମୀ ସୋଏବ ଇବ୍ରାହିମ ପହଲଗାମ ଆକ୍ରମଣର କିଛି ସମୟ ପରେ ଏପରି ଏକ ପୋଷ୍ଟ କରିଥିଲେ ଯାହା ଯୋଗୁଁ ଉଭୟ ସୋସିଆଲ ମିଡିଆ ୟୁଜର୍ଙ୍କ ଟାର୍ଗେଟ୍କୁ ଆସିଛନ୍ତି।