Pahalgam Terror Attack: ଅମିତ ଶାହଙ୍କ ବଡ଼ ମନ୍ତବ୍ୟ; ପହଲଗାମ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ମୃତ

ଅପରେସନ୍ ସିନ୍ଦୂର ପ୍ରସଙ୍ଗରେ ବିତର୍କରେ ଲୋକସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ବଡ଼ ବୟାନ....କହିଲେ ଯେଉଁ ୩ ଆତଙ୍କୀ ପହଲଗାମ ଆକ୍ରମଣ କରିଥିଲେ ସମସ୍ତେ ମୃତ...କେମିତି ପାକିସ୍ତାନରୁ ଆସି କରିଥିଲେ ହମଲା, ପ୍ରମାଣ ସହ ଗୋଟି ଗୋଟି କରି ରଖିଲେ ତଥ୍ୟ...

Pahalgam Terror Attack: ଅମିତ ଶାହଙ୍କ ବଡ଼ ମନ୍ତବ୍ୟ; ପହଲଗାମ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କୀ ମୃତ
Array