Shamita Shetty: କ୍ୟାରିୟରରେ ସିନା ବିଫଳ, ପ୍ରେମରେ ପୂରା ଶହେରୁ ଶହେ; ଜାଣନ୍ତୁ ଶମିତା ଶେଟ୍ଟୀଙ୍କ ପ୍ରେମିକ ତାଲିକା

ଶିଳ୍ପା ଶେଟ୍ଟୀଙ୍କ ସାନ ଭଉଣୀ ଶମିତା ଶେଟ୍ଟୀ ଏକ ହିଟ୍ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ତା’ପରେ ସେ ନିଜ ଭଉଣୀ ପରି ଷ୍ଟାରଡମ୍ ହାସଲ କରିପାରିଲେ ନାହିଁ। ତାଙ୍କ ପ୍ରେମ ଜୀବନକୁ ନେଇ ଶମିତା ଅନେକ ବିବାଦରେ ରହିଛନ୍ତି।

Shamita Shetty: କ୍ୟାରିୟରରେ ସିନା ବିଫଳ, ପ୍ରେମରେ ପୂରା ଶହେରୁ ଶହେ; ଜାଣନ୍ତୁ ଶମିତା ଶେଟ୍ଟୀଙ୍କ ପ୍ରେମିକ ତାଲିକା
Array