ଦିନକରେ ୭୯ ଟ୍ରେନ୍‌ରେ ପଣ୍ୟ କାରବାର ରେକର୍ଡ

ପାରାଦୀପ,୬।୨(ଶରତ ରାଉତ):ପାରାଦୀପ ବନ୍ଦର ରବିବାର ଟ୍ରେନ୍‌ରେ ପଣ୍ୟ କାରବାରରେ ରେକର୍ଡ କରିଛି। ଗୋଟିଏ ଦିନରେ ୭୯ଟି ଟ୍ରେନ୍‌ରେ କାରବାର କରିଛି। ଏହା ଏପର୍ଯ୍ୟନ୍ତ ହୋଇଥିବା ଟ୍ରେନ କାରବାର ମଧ୍ୟରେ ସର୍ବାଧିକ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ୨୦୨୩ ଫେବୃଆରୀ ୨୮ରେ ୭୫ଟି ଟ୍ରେନରେ ପଣ୍ୟ କାରବାର ହୋଇଥିଲା। ଏବେ କାରବାର ହୋଇଥିବା ୭୯ ଟ୍ରେନ ମଧ୍ୟରେ ୨୮ଟି ବୋଝେଇ ହୋଇ ବାହାରିଥିବାବେଳେ ୫୧ ଟ୍ରେନ୍‌ ପ୍ରବେଶ କରି ପଣ୍ୟ ଖଲାସ କରିଛି। The post ଦିନକରେ ୭୯ ଟ୍ରେନ୍‌ରେ ପଣ୍ୟ କାରବାର ରେକର୍ଡ appeared first on Dharitri Odia News.

ଦିନକରେ ୭୯ ଟ୍ରେନ୍‌ରେ ପଣ୍ୟ କାରବାର ରେକର୍ଡ

ପାରାଦୀପ,୬।୨(ଶରତ ରାଉତ):ପାରାଦୀପ ବନ୍ଦର ରବିବାର ଟ୍ରେନ୍‌ରେ ପଣ୍ୟ କାରବାରରେ ରେକର୍ଡ କରିଛି। ଗୋଟିଏ ଦିନରେ ୭୯ଟି ଟ୍ରେନ୍‌ରେ କାରବାର କରିଛି। ଏହା ଏପର୍ଯ୍ୟନ୍ତ ହୋଇଥିବା ଟ୍ରେନ କାରବାର ମଧ୍ୟରେ ସର୍ବାଧିକ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ୨୦୨୩ ଫେବୃଆରୀ ୨୮ରେ ୭୫ଟି ଟ୍ରେନରେ ପଣ୍ୟ କାରବାର ହୋଇଥିଲା। ଏବେ କାରବାର ହୋଇଥିବା ୭୯ ଟ୍ରେନ ମଧ୍ୟରେ ୨୮ଟି ବୋଝେଇ ହୋଇ ବାହାରିଥିବାବେଳେ ୫୧ ଟ୍ରେନ୍‌ ପ୍ରବେଶ କରି ପଣ୍ୟ ଖଲାସ କରିଛି।

The post ଦିନକରେ ୭୯ ଟ୍ରେନ୍‌ରେ ପଣ୍ୟ କାରବାର ରେକର୍ଡ appeared first on Dharitri Odia News.