Pahalgam Terror Attack: ପହଲଗାମ୍‌ ହମ୍‌ଲା: ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବଦଲା ନେବ ଭାରତ !

ନିରୀହଙ୍କ ସହ ଖେଳିଛ ରକ୍ତର ହୋଲି । ଯାହା ବରଦାସ୍ତ ବାହାରେ, ବହୁତ ହୋଇଗଲା । ଏବେ ଭାରତ ଚାହୁଁଛି ବଡ଼ ବଦଲା । ଯାହାର ଆଭାସ ବି ମିଳିଲାଣି, ଗତକାଲି ସନ୍ଧ୍ୟାଠୁ ଆଜି ଦିନ ତମାମର ୪ଟି ବଡ଼ ଘଟଣାକ୍ରମରୁ ।

Pahalgam Terror Attack: ପହଲଗାମ୍‌ ହମ୍‌ଲା: ସର୍ଜିକାଲ ଷ୍ଟ୍ରାଇକ୍‌ ଭଳି ବଦଲା ନେବ ଭାରତ !
Array