ଭିତରକନିକାର ୪ଟି ରେଞ୍ଜରେ  ଚାଲିଛି କୁମ୍ଭୀର ଗଣନା 

କେନ୍ଦ୍ରାପଡ଼ା,୧୦।୧: କେନ୍ଦ୍ରାପଡ଼ା  ଜିଲା ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା କାର୍ଯ୍ୟ ବୁଧବାର  ସକାଳୁ ଆରମ୍ଭ ହୋଇଛି। ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡ଼ା ଗଣନା କାର୍ଯ୍ୟରେ ୨୨ଟି ଟିମ୍‌ ସାମିଲ ହୋଇଛନ୍ତି। ଏହା  ଆଗାମୀ ୩ ଦିନ ଯାଏଁ ଚାଲିବ। ସେହିପରି ରାଜ୍ୟର ବିଭିନ୍ନ ବନାଞ୍ଚଳରେ ପକ୍ଷୀ ଗଣନା ଚାଲିଛି। The post ଭିତରକନିକାର ୪ଟି ରେଞ୍ଜରେ  ଚାଲିଛି କୁମ୍ଭୀର ଗଣନା  appeared first on Dharitri Odia News.

ଭିତରକନିକାର ୪ଟି ରେଞ୍ଜରେ  ଚାଲିଛି କୁମ୍ଭୀର ଗଣନା 
କେନ୍ଦ୍ରାପଡ଼ା,୧୦।୧: କେନ୍ଦ୍ରାପଡ଼ା  ଜିଲା ଭିତରକନିକାର ୪ଟି ରେଞ୍ଜରେ କୁମ୍ଭୀର ଗଣନା କାର୍ଯ୍ୟ ବୁଧବାର  ସକାଳୁ ଆରମ୍ଭ ହୋଇଛି। ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡ଼ା ଗଣନା କାର୍ଯ୍ୟରେ ୨୨ଟି ଟିମ୍‌ ସାମିଲ ହୋଇଛନ୍ତି। ଏହା  ଆଗାମୀ ୩ ଦିନ ଯାଏଁ ଚାଲିବ।
ସେହିପରି ରାଜ୍ୟର ବିଭିନ୍ନ ବନାଞ୍ଚଳରେ ପକ୍ଷୀ ଗଣନା ଚାଲିଛି।

The post ଭିତରକନିକାର ୪ଟି ରେଞ୍ଜରେ  ଚାଲିଛି କୁମ୍ଭୀର ଗଣନା  appeared first on Dharitri Odia News.