Pahalgam Terror Attack: ପ୍ରିୟଦର୍ଶିନୀ ବଖାଣିଲେ ଆତଙ୍କୀ ହମ୍ଲାର ଛାତିଥରା ଦୃଶ୍ୟ...
ଜମ୍ମୁ-କାଶ୍ମୀର ପହଲଗାମ୍ରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । କେଉଁଠି ଓ କିପରି ଏହି ଭୟଙ୍କର ଆକ୍ରମଣ ହେଲା, କେତେବେଳେ ଘଟିଲା, ସେସବୁର ଛାତିଥରା ଚିତ୍ର ବଖାଣିଲେ ମୃତ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଶତପଥି ।