Pushpa 2: ଚମକାଇଲା ଭଳି କଥା କହିଲେ 'ପୁଷ୍ପା ୨' ନିର୍ଦ୍ଦେଶକ, କିନ୍ତୁ କାହିଁକି ?

ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ମହିଳା ମୃତ ମାମଲାରେ ଅଲ୍ଲୁ ଅର୍ଜୁନ୍ ଗିରଫ ହେବା ଓ କଂଗ୍ରେସ ନେତାଙ୍କ ଅଭିଯୋଗ ପରେ ଅଲ୍ଲୁ ଅର୍ଜୁନ ଏବଂ 'ପୁଷ୍ପା ୨'ର ନିର୍ମାତା ତଥା ନିର୍ଦ୍ଦେଶକଙ୍କ ସମସ୍ୟା ବଢି ଯାଇଛି। ଏହି ସବୁ କଥା ଫିଲ୍ମର ନିର୍ଦ୍ଦେଶକ ସୁକୁମାରଙ୍କ ଉପରେ ଗଭୀର ପ୍ରଭାବ ପକାଇଛି।

Pushpa 2: ଚମକାଇଲା ଭଳି କଥା କହିଲେ 'ପୁଷ୍ପା ୨' ନିର୍ଦ୍ଦେଶକ, କିନ୍ତୁ କାହିଁକି ?
Array