Pahalgam Terror Incident: କେମିତି ଆତଙ୍କ ରଚିଥିଲା ଆତଙ୍କବାଦୀ; ସାମନାକୁ ଆସିଲା ଲୋମହର୍ଷକ ଭିଡିଓ..

ପଏଣ୍ଟ ବ୍ଲାଙ୍କରୁ କେମିତି ପର୍ଯ୍ୟଟକଙ୍କୁ ଗୁଳି କରିଥିଲେ। ସାମନାକୁ ଆସିଲା ଆଉ ଏକ ଲୋମହର୍ଷକ ନୂଆ ଭିଡିଓ। ଜଣେ ପର୍ଯ୍ୟଟକ ଜିପ୍ ଲାଇନ୍ ରାଇଡ୍ କରୁଥିବା ବେଳେ ତାଙ୍କ ସେଲଫି କ୍ୟାମେରାରେ ରେକର୍ଡ ହୋଇଛି ଆତଙ୍କୀଙ୍କ ନରସଂହାରର ପୂରା ଦୃଶ୍ୟ।

Pahalgam Terror Incident: କେମିତି ଆତଙ୍କ ରଚିଥିଲା ଆତଙ୍କବାଦୀ; ସାମନାକୁ ଆସିଲା ଲୋମହର୍ଷକ ଭିଡିଓ..
Array