Pakistan Ceasefire Violation: ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ; ସୀମାରେ ଡ୍ରୋନ୍, ଗୁଳିବର୍ଷଣ କଲା
LoCରେ ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ ସୂଚନା । ଜମ୍ମୁ ସେକ୍ଟରର ଏକାଧିକ ସ୍ଥାନରେ ଡ୍ରୋନ ମାଡ଼ ସହ ପ୍ରବଳ ଗୁଳିଗୋଳା ବର୍ଷଣ କଲା ପାକିସ୍ତାନ ସେନା । ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିଲା । କେଇ ଘଣ୍ଟା ନପୁରୁଣୁ ନିଜ ଔକାତ ଦେଖାଇଦେଲା ପାକିସ୍ତାନ ।