Panchang Today 3rd May 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର,ତିôଥ- ୧୦ମୀ ରାତ୍ରି ୧୧.୨୪ ଗତେ ୧୧ଶୀ,ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ,ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ରାତ୍ରି ୧୨.୦୫ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ:
ପ୍ରାତଃ- ୦୫.୨୦ ରୁ ୦୬.୧୧
ପ୍ରାତଃ-୦୭.୦୨ ରୁ ୦୮.୩୧
ଦିବା-୧୨.୦୯ ରୁ ୦୨.୪୨
ଦିବା-୦୪.୨୪ ରୁ ୦୬.୦୭
ରାତ୍ରି-୦୭.୩୬ ରୁ ୦୮.୫୫
ରାତ୍ରି- ୦୧.୩୫ ରୁ ୦୩.୪୯
ଅଧିକ ପଢ଼ନ୍ତୁ: ଆପଣ ନିଜ ଘରେ ଗଛ ଲଗାଇବାକୁ ପସନ୍ଦ କରନ୍ତି କି… ଜାଣନ୍ତୁ କେଉଁ ବୃକ୍ଷ ଦିଏ ଶୁଭ ଫଳ
ଅଶୁଭ ସମୟ:
ରାହୁକାଳ- ଦିବା ୧୦.୦୭ ରୁ ୧୧.୪୩
କାଳବେଳା- ଦିବା ୧୦.୦୭ ରୁ ୧୧.୪୩
ବାରବେଳା- ଦିବା ୦୮.୩୧ ରୁ ୧୦.୦୭
କାଳରାତ୍ରି- ରାତ୍ରି ୦୮.୫୫ ରୁ ୧୦.୧୯