Panchang Today 10th April 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା
ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୦ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମୀନ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୦ ତାରିଖ ବୁଧବାର । ଚନ୍ଦ୍ର- ମେଷ ଅହୋରାତ୍ର,ତିôଥ- ୨ୟା ସନ୍ଧ୍ୟା ୦୫.୩୨ ଗତେ ୩ୟା ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ସାନ ସନ୍ଧ୍ୟା ୦୫.୩୨ ପର୍ଯ୍ୟନ୍ତ, ରାତ୍ରି ୦୩.୦୬ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ:
ପ୍ରାତଃ -୦୫.୩୬ ରୁ ୦୭.୧୫
ଦିବା-୧୦.୧୫ ରୁ ୧୧.୨୩
ଦିବା-୦୧.୫୧ ରୁ ୦୫.୧୦
ସନ୍ଧ୍ୟା-୦୬.୪୬ ରୁ ୧୦.୩୮
ରାତ୍ରି-୦୧.୪୩ ରୁ ୦୨.୪୧
ରାତ୍ରି-୦୪.୦୮ ରୁ ୦୫.୩୫
ଅଶୁଭ ସମୟ:
ରାହୁକାଳ - ଦିବା ୧୧.୪୮ ରୁ ୦୧.୨୦
କାଳବେଳା- ଦିବା ୦୮.୪୨ ରୁ ୧୦.୧୫
ବାରବେଳା- ଦିବା ୧୧.୪୮ ରୁ ୦୧.୨୦
କାଳରାତ୍ରି- ରାତ୍ରି ୦୨.୪୧ ରୁ ୦୪.୦୮