Panchang Today 13th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ମେଷ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧୩ ତାରିଖ ରବିବାର । ଚନ୍ଦ୍ର- କନ୍ୟା ପ୍ରାତଃ ୦୭.୩୮ ଗତେ ତୁଳା। ତିଥି- ପୂର୍ଣ୍ଣିମା (ମଳ) ପ୍ରାତଃ ୦୫.୫୨ ଗତେ ପ୍ରତିପଦ। ଘାତଚନ୍ଦ୍ର- ବୃଷ ରାଶିର ପ୍ରାତଃ ୦୭.୩୮ ପର୍ଯ୍ୟନ୍ତ। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।