Panchang Today 18th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର। ଚନ୍ଦ୍ର- ବିଛା ଦିବା ୦୮.୨୦ ଗତେ ଧନୁ। ତିଥି- ୫ମୀ ସନ୍ଧ୍ୟା ୦୫.୦୭ ଗତେ ୬ଷ୍ଠୀ।ଘାତଚନ୍ଦ୍ର- ଦିବା ୦୮.୨୦ ଗତେ ତୁଳା ଓ କୁମ୍ଭ ରାଶିର। ଘାତବାର- ବିଛା, ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ନାସ୍ତି।

Panchang Today 18th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
Array