Panchang Today 16th June 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୬ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୬ ରବିବାର,ଚନ୍ଦ୍ର- କନ୍ୟା ରାତ୍ରି ୧୨.୩୪ ଗତେ ତୁଳା,ତିଥି- ୧୦ମୀ ନିଶାନ୍ତ ୦୪.୪୩ ଗତେ ୧୧ଶୀ,ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୧୨.୩୪ ପର୍ଯ୍ୟନ୍ତ,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ:
ପ୍ରାତଃ- ୦୬.୫୭ ରୁ ୦୯.୩୫
ଦିବା-୦୧.୨୬ ରୁ ୦୨.୫୨
ଦିବା - ୦୪.୩୭ ରୁ ୦୪.୪୪
ସନ୍ଧ୍ୟା- ୦୬.୨୩ ରୁ ୦୭.୪୯
ରାତ୍ରି- ୧୦.୪୨ ରୁ ୧୨.୫୨
ଅଶୁଭ ସମୟ:
ରାହୁକାଳ- ଦିବା- ୦୪.୪୪ ରୁ ୦୬.୨୩
କାଳବେଳା- ଦିବା ୧୧.୪୭ ରୁ ୦୧.୨୬
ବାରବେଳା- ଦିବା- ୧୦.୦୮ ରୁ ୧୧.୪୭
କାଳରାତ୍ରି- ସନ୍ଧ୍ୟା- ୦୧.୦୮ ରୁ ୦୨.୨୯