Panchang Today 18th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ଅହୋରାତ୍ର,ତିଥି- ୩ୟା ସନ୍ଧ୍ୟା ୦୬.୫୬ ଗତେ ୪ର୍ଥୀ,ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ନାସ୍ତି
ଶୁଭ ସମୟ:
ପ୍ରାତଃ-୦୬.୦୦ ରୁ ୦୭.୨୩
ଦିବା- ୦୮.୫୭ ରୁ ୧୧.୦୯
ରାତ୍ରି-୦୭.୩୮ ରୁ ୦୯.୫୪
ରାତ୍ରି-୦୨.୩୩ ରୁ ୦୩.୨୫
ଅଶୁଭ ସମୟ:
ରାହୁକାଳ- ପ୍ରାତଃ ୦୭.୨୩ ରୁ ୦୮.୪୬
କାଳବେଳା- ପ୍ରାତଃ ୦୭.୨୩ ରୁ ୦୮.୪୬
ବାରବେଳା- ଦିବା ୦୨.୧୭ ରୁ ୦୩.୪୦
କାଳରାତ୍ରି- ରାତ୍ରି ୦୯.୫୪ ରୁ ୧୧.୩୨