Panchang Today 18th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର, ତିଥି- ପ୍ରତିପଦ ଦିବା ୦୧.୧୫ ଗତେ ୨ୟା ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ବିଛା , ଧନୁ ଓ ମୀନ ରାଶିର,ପୁଷ୍କର ଦୋଷ- ଦିବା ୦୧.୧୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
ଶୁଭସମୟ:
ପ୍ରାତଃ- ୦୫.୪୫ ରୁ ୦୭.୧୭
ପ୍ରାତଃ- ୦୭.୧୮ ରୁ ୦୮.୩୮
ଦିବା- ୧୧.୫୪ ରୁ ୦୨.୫୯
ଦିବା- ୦୩.୪୫ ରୁ ୦୫.୧୭
ସନ୍ଧ୍ୟା- ୦୬.୦୭ ରୁ ୦୮.୨୪
ରାତ୍ରି- ୧୧.୫୬ ରୁ ୦୧.୩୬
ରାତ୍ରି- ୦୨.୨୬ ରୁ ୦୪.୦୬
ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ
ଅଶୁଭସମୟ:
ରାହୁକାଳ- ଦିବା ୧୦.୦୫ ରୁ ୧୧.୩୧
କାଳବେଳା- ଦିବା ୧୦.୦୫ ରୁ ୧୧.୩୧
ବାରବେଳା- ଦିବା ୦୮.୩୮ ରୁ ୧୦.୦୫
କାଳରାତ୍ରି- ରାତ୍ରି ୦୮.୨୪ ରୁ ୦୯.୫୮