ବିଜେଡିର ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା, ଆସନ୍ତାକାଲି ସକାଳ ୬ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ

ବାଲେଶ୍ବର : ବିଜେଡିର ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା । ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ବାଲେଶ୍ଵର ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେଡି । ଆସନ୍ତାକାଲି ସକାଳ ୬ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ ବାଲେଶ୍ବର । ତେବେ ସମସ୍ତ ଜରୁରୀ କାଳୀନ ସେବା ଜାରି ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ କାଳୀନ ସେବା ବ୍ୟତୀତ ଅଖ ଚକ ,ଦୋକାନ ବଜାର ବନ୍ଦ କରିବ ବିଜେଡି । ଏହି […] The post ବିଜେଡିର ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା, ଆସନ୍ତାକାଲି ସକାଳ ୬ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ appeared first on KNews Odisha.

ବିଜେଡିର ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା, ଆସନ୍ତାକାଲି ସକାଳ ୬ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ
bjd2

ବାଲେଶ୍ବର : ବିଜେଡିର ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା । ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବିରେ ବାଲେଶ୍ଵର ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେଡି । ଆସନ୍ତାକାଲି ସକାଳ ୬ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ ବାଲେଶ୍ବର । ତେବେ ସମସ୍ତ ଜରୁରୀ କାଳୀନ ସେବା ଜାରି ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଓ ଜରୁରୀ କାଳୀନ ସେବା ବ୍ୟତୀତ ଅଖ ଚକ ,ଦୋକାନ ବଜାର ବନ୍ଦ କରିବ ବିଜେଡି ।

ଏହି ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହେବ ବୋଲି କହିଛି ବିଜେଡି । ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ଜାରି ରହିବ । କିନ୍ତୁ ଦୋକାନ,ବଜାର, ଗାଡି ମଟର, ବସ, ଟ୍ରେନ୍, ସ୍କୁଲ ଏବଂ କଲେଜ ସବୁ ବନ୍ଦ ରହିବ । ଏହି ବନ୍ଦ ପାଳନକୁ ବାଲେଶ୍ବର ଜିଲ୍ଲାବାସୀ ସହଯୋଗ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅନୁରୋଧ କରାଯାଇଛି ।

The post ବିଜେଡିର ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା, ଆସନ୍ତାକାଲି ସକାଳ ୬ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ appeared first on KNews Odisha.