Panchang Today 1st April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଦିବା ୦୪.୩୦ ଗତେ ବୃଷ । ତିଥି- ୪ର୍ଥୀ ରାତ୍ରି ୦୨.୩୨ ଗତେ ୫ମୀ । ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୪.୩୦ ଗତେ ବିଛା ରାଶିର । ଘାତବାର- ମକର ରାଶିର ।

Panchang Today 1st April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
Array