Panchang Today 20th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ   ମଙ୍ଗଳବାର । ଚନ୍ଦ୍ର- ମକର ପ୍ରାତଃ ୦୭.୩୪ ଗତେ କୁମ୍ଭ।ତିଥୀ- ୭ମୀ ପ୍ରାତଃ ୦୫.୫୨ ଗତେ ୮ମୀ ନିଶାନ୍ତ ୦୪.୫୫ ଗତେ ୯ମୀ। ଘାତଚନ୍ଦ୍ର- ସିଂହ ରାଶିର , ପ୍ରାତଃ ୦୭.୩୪ ଗତେ ମିଥୁନ ଓ ମୀନ ରାଶିର।

Panchang Today 20th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
Array