Panchang Today 20th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଯାନବାହନ କ୍ରୟ କରନ୍ତୁ
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ..
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଦିବା ୦୮.୪୮ ଗତେ କର୍କଟ,ତିଥି- ୫ମୀ ଦିବା ୦୪.୪୯ ଗତେ ୬ଷ୍ଠୀ,ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୦୮.୪୮ ପର୍ଯ୍ୟନ୍ତ,ଘାତବାର- କର୍କଟ ରାଶିର,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାତ୍ତନଦାନ ଦିବା ୦୨.୫୧ ପର୍ଯ୍ୟନ୍ତ
ଶୁଭ ସମୟ:
ପ୍ରାତଃ-୦୬.୦୧ ରୁ ୦୮.୧୪
ଦିବା- ୧୦.୨୬ ରୁ ୧୧.୩୨
ଦିବା-୦୧.୨୨ ରୁ ୦୩.୩୪
ସନ୍ଧ୍ୟା- ୦୫.୫୪ ରୁ ୦୬.୪୬
ରାତ୍ରି-୦୮.୩୦ ରୁ ୦୨.୪୭
ରାତ୍ରି-୦୪.୨୫ ରୁ ୦୬.୦୨
ଅଶୁଭ ସମୟ:
ରାହୁକାଳ- ଦିବା ୧୧.୩୨ ରୁ ୧୨.୫୪
କାଳବେଳା- ଦିବା ୦୮.୪୭ ରୁ ୧୦.୦୯
ବାରବେଳା- ଦିବା ୧୧.୩୨ ରୁ ୧୨.୫୪
କାଳରାତ୍ରି- ରାତ୍ରି ୦୨.୪୭ ରୁ ୦୪.୨୫